ଆମ ପାଖରେ ଥିବା ପରମାଣୁ ବୋମା ଯେତେବେଳେ ଫାଟିବ ନିର୍ବାଚନ କମିସନ ଉଭେଇ ଯିବ: ରାହୁଲ ଗାନ୍ଧୀ

Advertisment

ରାହୁଲ ଗାନ୍ଧୀ କହିଛନ୍ତି, 'ଭାରତର ନିର୍ବାଚନ ବ୍ୟବସ୍ଥାର ପୂର୍ବରୁ ହିଁ ମୃତ୍ୟୁ ହୋଇସାରିଛି। ୨୦୨୪ ଲୋକସଭା ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିଲା।  ଯେଉଁଥିରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ବହୁତ କମ୍ ସଂଖ୍ୟାଗରିଷ୍ଠତା ଦିଆଯାଇଥିଲା।

New Project (18)

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ କଂଗ୍ରେସ ଦଳର ବାର୍ଷିକ ଲିଗାଲ୍ କନକ୍ଲେଭ -୨୦୨୫ ଅବସରରେ ଭାଷଣ ଦେବା ସମୟରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଶର ନିର୍ବାଚନ ବ୍ୟବସ୍ଥା ଉପରେ ଆକ୍ରମଣ କରିଛନ୍ତି।

 ରାହୁଲ ଗାନ୍ଧୀ କହିଛନ୍ତି, 'ଭାରତର ନିର୍ବାଚନ ବ୍ୟବସ୍ଥାର ପୂର୍ବରୁ ହିଁ ମୃତ୍ୟୁ ହୋଇସାରିଛି। ୨୦୨୪ ଲୋକସଭା ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିଲା।  ଯେଉଁଥିରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ବହୁତ କମ୍ ସଂଖ୍ୟାଗରିଷ୍ଠତା ଦିଆଯାଇଥିଲା।

କଂଗ୍ରେସ ପାର୍ଟି ଆଗାମୀ ଦିନରେ ପ୍ରମାଣ ଉପସ୍ଥାପନ କରିବ। ଯାହା ଲୋକସଭା ନିର୍ବାଚନକୁ କେମିତି ଏବଂ କିପରି ଭାବରେ ପ୍ରଭାବିତ କରିଥିଲା ତାହାକୁ ନିଶ୍ଚିତ ଭାବେ ପ୍ରମାଣିତ କରିବ। ଆଗାମୀ ଦିନରେ ଆମେ ଆପଣଙ୍କୁ ପ୍ରମାଣ ସହ ଦେଖାଇ ଦେବୁ ଲୋକସଭା ନିର୍ବାଚନରେ କିପରି ଜାଲିଆତି ହୋଇପାରେ ଏବଂ କରାଯାଇଥିଲା।

ଯଦି ୧୫ଟି ଆସନରେ ଜାଲିଆତି ନଥାଆନ୍ତା, ତେବେ ନରେନ୍ଦ୍ର ମୋଦି ଆଜି ଭାରତର ପ୍ରଧାନମନ୍ତ୍ରୀ ହୋଇ ନଥାନ୍ତେ।

ତେଣୁ ମୋ ମତରେ ନିର୍ବାଚନ ବ୍ୟବସ୍ଥା ଏବେ ଶେଷ ହୋଇଯାଇଛି।ଲୋକସଭା ନିର୍ବାଚନ ସମୟରେ ନିର୍ବାଚନ କମିଶନ ଆମକୁ ସାହାଯ୍ୟ କରୁ ନଥିବାରୁ ଆମେ ଗଭୀର ଭାବରେ ତଦନ୍ତ କରିଥିଲୁ। ଏହି ତଦନ୍ତରୁ ଆମେ ଯେଉଁ ପ୍ରମାଣ ପାଇଥିଲୁ ତାହା ଏକ ପରମାଣୁ ବୋମା ସଦୃଶ୍ୟ ରହିଛି। ଯେତେବେଳେ ଏହା ଫୁଟିବ, ସେତେବେଳେ ଭାରତରେ ନିର୍ବାଚନ କମିଶନ ଆଉ ନଜର ଆସିବ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe