ଓ୍ବାୟନାଡ-ରାଏବରେଲିରେ ରାହୁଲ ଆଗୁଆ

ଓ୍ବାୟନାଡ-ରାଏବରେଲିରେ ରାହୁଲ ଆଗୁଆ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ଏହା ସହିତ ବିଭିନ୍ନ ଦଳର ଆଗୁଆ ଧାରା ଆରମ୍ଭ ହୋଇଛି। ଆଗୁଆ ଧାରାରେ ବିଜେପି ନେତୃତ୍ବାଧୀନ ଏନଡିଏ ଅଗ୍ରଣୀ ହାସଲ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉଭୟ ଆସନ ଓ୍ବାୟନାଡ ଏବଂ ରାଏବରେଲି ଲୋକସଭା ଆସନରେ ଆଗରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe