ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ରାଜନୀତିରେ ଏବେ ଜଣେ ଅତ୍ୟନ୍ତ ସଫଳ ଓ ପ୍ରଭାବଶାଳୀ ନେତା ଭାବେ ନିଜକୁ ସାବ୍ୟସ୍ତ କରିଛନ୍ତି। ମୋଦୀଙ୍କ ନେତୃତ୍ବ ଦକ୍ଷତା ପାଇଁ ତାଙ୍କୁ ବଡ଼ ବିଜୟ ମିଳିଛି। ତେବେ ଏଥିରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ତାଙ୍କ ପଦରୁ ଇସ୍ତଫା ଦେବା ଉଚିତ ନୁହେଁ ବୋଲି ବୋଲି ରଜନୀକାନ୍ତ କହିଛନ୍ତି। ରାହୁଲଙ୍କ ଇସ୍ତଫା ପ୍ରସ୍ତାବ ସଂପର୍କରେ ରଜନୀକାନ୍ତ କହିଛନ୍ତି ଯେ ବିରୋଧୀ ଦଳ ଗଣତନ୍ତ୍ରରେ ଶକ୍ତିଶାଳୀ ହେବା ଆବଶ୍ୟକ ଏବଂ ନିର୍ବାଚନରେ ଜୟ-ପରାଜୟକୁ ସ୍ବାଭାବିକ ଭାବେ ଗ୍ରହଣ କରିବାକୁ ହେବ।
ମୋଦୀଙ୍କ ବିଜୟ ପାଇଁ ରାହୁଲଙ୍କ ଇସ୍ତଫା ଅନାବଶ୍ୟକ: ରଜନୀକାନ୍ତ
Advertisment
Follow Us