ରାହୁଲ-ସୋନିଆ ଯୋଗଦେବେ

Advertisment
ରାହୁଲ-ସୋନିଆ ଯୋଗଦେବେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଏବେ ନେତୃତ୍ବ ସଙ୍କଟ ଜାରି ରହିଥିବା ବେଳେ ଦଳ ସଭାପତି ରାହୁଲ ଗାନ୍ଧୀ ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେଉଥିବା ଜଣାପଡ଼ିଛି। କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ଯଦି ରାହୁଲ ଏବଂ ସୋନିଆ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବକୁ ବର୍ଜନ କରିଥାନ୍ତେ ତା’ହେଲେ ଏହା ଭୁଲ୍‌ ବାର୍ତ୍ତା ଦେଇଥାନ୍ତା ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସକୁ ଏଥର ଲୋକସଭା ନିର୍ବାଚନରେ ୫୨ଟି ଆସନ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe