ରାହୁଲଙ୍କ ଆଲିଙ୍ଗନକୁ ଭୟ

Advertisment
ଚର୍ଚ୍ଚାରେ ଆଖିମିଟିକା : ରାହୁଲଙ୍କ ଆଲିଙ୍ଗନ, ମୋଦୀ ବିସ୍ମିତ 

ନୂଆଦିଲ୍ଲୀ: ନିକଟରେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରି ଚର୍ଚ୍ଚାରେ ରହିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ ନେଇ ଆଜି ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଜବ ବୟାନ ଦେଇଛନ୍ତି। ସେ କହିଛନ୍ତି  ରାହୁଲ ଏବେ ବିଜେପି ସାଂସଦମାନଙ୍କୁ ଆଲିଙ୍ଗନ କରିବାକୁ ବିଶେଷ ଆଗ୍ରହ ଦେଖାଉଛନ୍ତି। ତେବେ ରାହୁଲଙ୍କୁ ବିଜେପି ସାଂସଦମାନେ ଆଲିଙ୍ଗନ କଲେ ସେମାନଙ୍କୁ ପତ୍ନୀମାନେ ଛାଡ଼ପତ୍ର ଦେବେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।  ଉଲ୍ଲେଖଯୋଗ୍ୟ ଗତକାଲି ରାହୁଲ କହିଥିଲେ ଯେ ତାଙ୍କୁ ଦେଖି ବିଜେପି ସାଂସଦମାନେ ଆଲିଙ୍ଗନ ଭୟରେ ଏବେ ଦୁଇ ପାଦ ପଛକୁ ହଟିଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe