Advertisment

Railway: ୨୬ରୁ ବଢ଼ିବ ରେଳ ଭଡ଼ା

Advertisment

ଭାରତୀୟ ରେଳବାଇ ଚଳିତ ଆର୍ଥିକବର୍ଷରେ ଦ୍ବିତୀୟ ଥର ପାଇଁ ଯାତ୍ରୀଭଡ଼ା ବୃଦ୍ଧି ଘୋଷଣା କରିଛି। ଆସନ୍ତା ୨୬ ତାରିଖରୁ ଏହା କାର୍ଯ୍ୟକାରୀ ହେବ। ‌ନୂଆ ବ୍ୟବସ୍ଥା ଅନୁଯାୟୀ, ସାଧାରଣ ଶ୍ରେଣୀରେ ୨୧୫ କିମି ପର୍ଯ୍ୟନ୍ତ ଯାତ୍ରୀଭଡ଼ାରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ଭାରତୀୟ ରେଳବାଇ ଚଳିତ ଆର୍ଥିକବର୍ଷରେ ଦ୍ବିତୀୟ ଥର ପାଇଁ ଯାତ୍ରୀଭଡ଼ା ବୃଦ୍ଧି ଘୋଷଣା କରିଛି। ଆସନ୍ତା ୨୬ ତାରିଖରୁ ଏହା କାର୍ଯ୍ୟକାରୀ ହେବ। ‌ନୂଆ ବ୍ୟବସ୍ଥା ଅନୁଯାୟୀ, ସାଧାରଣ ଶ୍ରେଣୀରେ ୨୧୫ କିମି ପର୍ଯ୍ୟନ୍ତ ଯାତ୍ରୀଭଡ଼ାରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

hjfshfhshfsbxbv

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଚଳିତ ଆର୍ଥିକବର୍ଷରେ ଦ୍ବିତୀୟ ଥର ପାଇଁ ଯାତ୍ରୀଭଡ଼ା ବୃଦ୍ଧି ଘୋଷଣା କରିଛି। ଆସନ୍ତା ୨୬ ତାରିଖରୁ ଏହା କାର୍ଯ୍ୟକାରୀ ହେବ। ‌ନୂଆ ବ୍ୟବସ୍ଥା ଅନୁଯାୟୀ, ସାଧାରଣ ଶ୍ରେଣୀରେ ୨୧୫ କିମି ପର୍ଯ୍ୟନ୍ତ ଯାତ୍ରୀଭଡ଼ାରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ସେହିଭଳି ସହରତଳି (ସବ୍‌ଅର୍ବାନ୍‌) ଓ ଏମ୍‌ଏସ୍‌ଟି (ମନ୍ଥଲି ସିଜନ୍‌ ଟିକେଟ୍‌) ଭଡ଼ାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସାଧାରଣ ଶ୍ରେଣୀରେ ୨୧୫ କିମିରୁ ଅଧିକ ଯାତ୍ରା କ୍ଷେତ୍ରରେ ଯାତ୍ରୀଙ୍କୁ କିଲୋମିଟର ପିଛା ୧ ପଇସା ଅଧିକ ଦେବାକୁ ପଡ଼ିବ। ମେଲ୍‌/ଏକ୍ସପ୍ରେସ ଟ୍ରେନ୍‌ର ଏସି ଓ ଅଣଏସି ଯାତ୍ରା କ୍ଷେତ୍ରରେ କିଲୋମିଟର ପିଛା ଭଡ଼ା ଯଥାକ୍ରମେ ୨ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ଅଣଏସିରେ ୫୦୦ କିମି ରେଳଯାତ୍ରା ପାଇଁ ୧୦ ଟଙ୍କା ଅଧିକ ଦେବାକୁ ପଡ଼ିବ।

Sports: ତ୍ରିଦିବସୀୟ ସଂସଦୀୟ କ୍ରୀଡା ମହୋତ୍ସବ ଉଦଘାଟିତ: ଗ୍ରାମାଂଚଳର ଲୁକ୍କାୟିତ କ୍ରୀଡାବିତଙ୍କୁ ଅଲମ୍ପିକ୍ସକୁ ନେବା ଲକ୍ଷ୍ୟ- ସାଂସଦ

ସ୍ବଳ୍ପ ଦୂର ଯାତ୍ରା କରୁଥିବା ବ୍ୟକ୍ତି ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ ପ୍ରଚେଷ୍ଟା କରାଯାଇଛି ବୋଲି ‌ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଭଡ଼ା ବୃଦ୍ଧି ଫଳରେ ଚଳିତ ଆର୍ଥିକବର୍ଷରେ ଭାରତୀୟ ରେଳବାଇ ଅତିରିକ୍ତ ୬୦୦ କୋଟି ଟଙ୍କା ରାଜସ୍ବ ସଂଗ୍ରହ ଆଶା ରଖିଛି। ଜୁଲାଇରେ ହୋଇଥିବା ଭଡ଼ା ବୃଦ୍ଧି ବାବଦରେ ୭୦୦ କୋଟି ଟଙ୍କା ଆଦାୟ ହୋଇଛି।

Cricket: କ୍ରିକେଟ୍‌ ପାଇଁ ଉତ୍ସର୍ଗୀକୃତ-ସମର୍ପିତ ଏହି ଗାଁ, ଦର୍ଶକ କରନ୍ତି ସମ୍ମାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe