ବିଜେପି ଆଡ଼କୁ ଢଳୁଛନ୍ତି ରାଜ୍‌ ଠାକ୍‌ରେ

Advertisment
ବିଜେପି ଆଡ଼କୁ ଢଳୁଛନ୍ତି ରାଜ୍‌ ଠାକ୍‌ରେ

Hindustan Times

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନ୍‌ଏସ) ମୁଖ୍ୟ ରାଜ୍‌ ଠାକ୍‌ରେ ବିଜେପି ଆଡ଼କୁ ଢଳୁଛନ୍ତି। ସିଏଏକୁ ସମର୍ଥନ କରିଛନ୍ତି ରାଜ୍‌ ଠାକ୍‌ରେ। ମୁମ୍ବାଇରେ ଅନୁଷ୍ଠିତ ଏକ ସମ୍ମିଳନୀରେ ରାଜ୍‌ ଠାକ୍‌ରେ କହିଛନ୍ତି ଯେ, ଭାରତରୁ ପାକିସ୍ତାନ ଏବଂ ବାଂଲାଦେଶର ବେଆଇନ ଅନୁପ୍ରବେଶକା‌ରୀଙ୍କୁ ବିତାଡ଼ିତ କରାଯିବ। ଏନେଇ ଫେବ୍ରୁଆରି ୯ ତାରିଖରୁ ଏକ ବଡ଼ ଧରଣର ରୢାଲି ଆରମ୍ଭ ହେବ । ଠାକ୍‌ରେ କହିଛନ୍ତି, ଅନୁପ୍ରବେଶକାରୀଙ୍କ ସହ ଅଧିକ କଠୋର ହେବାକୁ ପଡ଼ିବ। ଆମେ ଏକ ଆଗ୍ନେୟଗିରି ଉପରେ ବସିଛୁ। ଏହା ଯେକୌଣସି ସମୟରେ ଉଦ୍‌ଗୀରଣ ହୋଇପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe