ମହାରାଷ୍ଟ୍ର କ୍ୟାଡର୍‌କୁ ଡେପୁଟେସନରେ ଯିବେ ରାଜେଶ ପ୍ରଭାକର ପାଟିଲ୍‌

Advertisment
ମହାରାଷ୍ଟ୍ର କ୍ୟାଡର୍‌କୁ ଡେପୁଟେସନରେ ଯିବେ ରାଜେଶ ପ୍ରଭାକର ପାଟିଲ୍‌

quora.com

ନୂଆଦିଲ୍ଲୀ : ୨୦୦୫ର ଓଡିଶା କ୍ୟାଡର ଆଇଏଏସ୍‌ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କ ଇଣ୍ଟର କ୍ୟାଡର୍‌ ଡେପୁଟେସନ୍‌କୁ କେନ୍ଦ୍ର ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣରୁ ଶ୍ରୀ ପାଟିଲ ତିନି ବର୍ଷ ପର୍ଯ୍ୟନ୍ତ ଓଡ଼ିଶା କ୍ୟାଡର୍‌ରୁ ମହାରାଷ୍ଟ୍ର କ୍ୟାଡର୍‌କୁ ଡେପୁଟେସନ୍‌ରେ ଯିବେ। ଭରତୀୟ ପ୍ରଶାସନିକ ସେବା (କ୍ୟାଡର୍‌) ରୁଲ୍ସ ୧୯୫୪ ଅନ୍ତର୍ଗତ ଓଡ଼ିଶା ଓ ମହାରାଷ୍ଟ୍ର ସରକାର ରାଜେଶ ପ୍ରଭାକର ପାଟିଲ୍‌ଙ୍କ ଇଣ୍ଟର କ୍ୟାଡର ଡେପୁଟେସନ ଉପରେ ସହମତି ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe