‌ରାଜୀବ ଗୌବା ହୋଇପାରନ୍ତି ନୂଆ କ୍ୟାବିନେଟ୍ ସଚିବ

Advertisment
‌ରାଜୀବ ଗୌବା ହୋଇପାରନ୍ତି ନୂଆ କ୍ୟାବିନେଟ୍ ସଚିବ

Livemint

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ସଚିବ ରାଜୀବ ଗୌବା ପରବର୍ତୀ କ୍ୟାବିନେଟ ସଚିବ ହୋଇପାରନ୍ତି। ୧୯୮୨ ବ୍ୟାଚ ଝାଡ଼ଖଣ୍ଡ କ୍ୟାଡର ଆଇଏଏସ ଅଫିସର ଶ୍ରୀ ଗୌବା ହେଉଛନ୍ତି କେନ୍ଦ୍ର ସରକାରଙ୍କ ସବୁଠୁ ବରି‌ଷ୍ଠ ଅମଲା। ଝାଡ଼ଖଣ୍ଡ ଏବଂ ବିହାର ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ସେ ପୂର୍ବରୁ ସଫଳତାର ସହିତ କାର୍ଯ୍ୟ କରିଛନ୍ତି। ତେବେ କ୍ୟାବିନେଟ୍ ସଚିବ ପଦ ପାଇଁ ଜମ୍ମୁ କଶ୍ମୀରର ମୁଖ୍ୟ ଶାସନ ସଚିବ ବି ଭି ଆର ସୁବ୍ରମଣ୍ୟମ ମଧ୍ୟ ଅନ୍ୟତମ ପ୍ରତିଦ୍ବନ୍ଦ୍ବୀ ରହିଥିବା କୁହାଯାଉଛି। ବର୍ତମାନ କ୍ୟାବିନେଟ୍ ସଚିବ ଥିବା ପି କେ ସିହ୍ନାଙ୍କ ୪ ବର୍ଷର କାର୍ଯ୍ୟକାଳ ଆସନ୍ତା ମାସ ୧୨ ତାରିଖରେ ଶେଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe