ପ୍ରାର୍ଥିପତ୍ର ଦାଖଲ କଲେ ରାଜନାଥ ଲକ୍ଷ୍ନୌରେ ରୋଡ୍‌ ସୋ

Advertisment
ପ୍ରାର୍ଥିପତ୍ର ଦାଖଲ କଲେ ରାଜନାଥ ଲକ୍ଷ୍ନୌରେ ରୋଡ୍‌ ସୋ

ଲକ୍ଷ୍ନୌ : କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଆଜି ଉତ୍ତରପ୍ରଦେଶର ଲକ୍ଷ୍ନୌ ଲୋକସଭା ଆସନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପଞ୍ଚମ ପର୍ଯ୍ୟାୟରେ ତଥା ମେ’ ୬ ତାରିଖରେ ଲକ୍ଷ୍ନୌ ଆସନରେ ନିର୍ବାଚନ ‌ହେବ। ଆଜି ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ରାଜନାଥ ପ୍ରଥମେ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ଏବଂ ଏହାପରେ ସେ ଏକ ବିଶାଳ ରୋଡ୍‌ସୋ କରିଥିଲେ। ରାଜନାଥଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା, କେଶବ ମୌର୍ଯ୍ୟ , ବିଜେପି ଅଧ୍ୟକ୍ଷ ମହେନ୍ଦ୍ର ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ। ରାଜନାଥ ଲକ୍ଷ୍ନୌ ଆସନରେ ଦ୍ବିତୀୟ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ୨୦୦୯ରେ ଗାଜିଆବାଦ୍‌ ଲୋକସଭା ଆସନରୁ ସେ ନିର୍ବାଚନ ଲଢ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe