ପୂର୍ବତନ ରାଷ୍ଟ୍ରପତି ରାଜପାକ୍ଷେ ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ହେଲେ

ପୂର୍ବତନ ରାଷ୍ଟ୍ରପତି ରାଜପାକ୍ଷେ ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ହେଲେ

http://zeenews.india.com

କଲମ୍ବୋ: ଶ୍ରୀଲଙ୍କାରେ ଏକ ଅପ୍ରତ୍ୟାଶିତ ରାଜନୈତିକ ଘଟଣାକ୍ରମରେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦ୍ର ରାଜପାକ୍ଷେ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି। ଶ୍ରୀଲଙ୍କାର ରାଷ୍ଟ୍ରପତି ମୈଥ୍ରିପାଲ ସିସିସେନା ତାଙ୍କୁ ଶପଥ ପାଠ କରାଇଥିବା ଜଣାପଡ଼ିଛି। ରାଜପାକ୍ଷେ ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ୍‌ ଓ୍ଵିକ୍ରମସିଂଘେଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ଶ୍ରୀଲଙ୍କାର ୧୧ତମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ସେ ପୂର୍ବରୁ ୨୦୦୪ ମସିହାରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରହିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe