ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟୁଛି

୧୫ ଦିନ ପରେ ଫେରିଲା ରାଜୁ ଶ୍ରୀବାସ୍ତବଙ୍କ ଚେତା

english.newstracklive.com

ନୂଆଦିଲ୍ଲୀ: ବିଶିଷ୍ଟ ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ଘଟୁଛି ବୋଲି ତାଙ୍କ ବ୍ୟକ୍ତିଗତ ସଚିବ ସୋମବାର ଜଣାଇଛନ୍ତି। ତେବେ ସଂକ୍ରମଣ ଭୟରେ ତାଙ୍କ ପରିବାର ସଦସ୍ୟ କି ବନ୍ଧୁବାନ୍ଧବଙ୍କୁ ଏବେ ବି ରାଜୁଙ୍କ ସହ ଭେଟ କରିବାକୁ ଦିଆଯାଉ ନାହିଁ। ସୂଚନାଯୋଗ୍ୟ ହୃଦ୍‌ଘାତର ଶିକାର ହେବା ପରେ ଗତ ଅଗଷ୍ଟ ୧୦ ତାରିଖରେ ରାଜୁ ଶ୍ରୀବାସ୍ତବଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ଘଟିଛି ବୋଲି ତାଙ୍କ ବ୍ୟକ୍ତିଗତ ସଚିବ ଗର୍ବିତ ନାରଙ୍ଗ କହିଛନ୍ତି। ବର୍ତ୍ତମାନ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe