ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦମାନେ ଏଣିକି ଗୃହ ମଧ୍ୟରେ ମୋଟ ୨୨ଟି ଭାରତୀୟ ଭାଷା ବ୍ୟବହାର କରିପାରିବେ। ପୂର୍ବରୁ ଓଡ଼ିଆ, ହିନ୍ଦୀ, ପଞ୍ଜାବୀ, ତାମିଲ, କନ୍ନଡ, ତେଲୁଗୁ, ଉର୍ଦ୍ଦୁ ଭଳି ୧୭ଟି ଭାଷା ନିମନ୍ତେ ଅନୁବାଦ ବ୍ୟବସ୍ଥା ଥିଲା ବେଳେ ଏବେ ଏଥିରେ ଆଉ ୫ଟି ଭାଷା ଯଥା ଡୋଗ୍ରି, କଶ୍ମିରୀ, କୋଙ୍କଣୀ, ସାନ୍ତାଳୀ ଓ ସିନ୍ଧିକୁ ସାମିଲ କରାଯାଇଛି।
ଗୃହରେ ୨୨ଟି ଭାଷା କହିପାରିବେ ରାଜ୍ୟସଭା ସାଂସଦ
Advertisment
Follow Us