ରାକେଶ ଆସ୍ଥାନା ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ

ଆଇବିର ଗୁରବଚନ ସିଂହ

ରାକେଶ ଆସ୍ଥାନା ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାଶାସନିକ ଅଦଳବଦଳ କ୍ରମରେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ରାକେଶ ଆସ୍ଥାନାଙ୍କୁ ପଦୋନ୍ନତି ଦିଆଯାଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେହିପରି ଗୁରବଚନ ସିଂହ ଅନୁରୂପ ପଦୋନ୍ନତି ପରେ ଗୁଇନ୍ଦା ବିଭାଗ(ଆଇବି)ର ସ୍ୱତନ୍ତ୍ର ନିର୍ଦ୍ଦେଶ ଭାବେ ନିଯୁକ୍ତ ହୋଇଛନ୍ତି। ଉଭୟ ଅଧିକାରୀ ପୂର୍ବରୁ ସଂପୃକ୍ତ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ ପଦବିରେ ଅବସ୍ଥାପିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe