ଇସଲାମ ଧର୍ମର ଉପବାସର ମାସ ପବିତ୍ର ରମଜାନ ଆରମ୍ଭ

ଇସଲାମ ଧର୍ମର ଉପବାସର ମାସ ପବିତ୍ର ରମଜାନ ଆରମ୍ଭ

www.doonited.in

ନୂଆଦିଲ୍ଲୀ : ଇସଲାମ ଧର୍ମର ଉପବାସର ମାସ ପବିତ୍ର ରମଜାନ ଶନିବାର ଠାରୁ ଆରମ୍ଭ ହୋଇଛି। ଆଜି ସନ୍ଧ୍ୟାର ନୂଆ ଚାନ୍ଦ ଦେଖାଯିବା ପରେ କେନ୍ଦ୍ରୀୟ ଚାନ୍ଦ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି। ତେବେ କରୋନା ଏବଂ ଦେଶବ୍ୟାପୀ ଲକ୍ ଡାଉନ୍ ଯୋଗୁଁ ଦେଶର ସମସ୍ତ ମସଜିଦ ବନ୍ଦ ରହିଛି ଏବଂ ଲୋକମାନଙ୍କୁ ଘରେ ରହି ପ୍ରାର୍ଥନା କରିବାକୁ କୁହାଯାଇଛି। ଏହି ସମୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ଲାଗି ମଧ୍ୟ କୁହାଯାଇଛି। ରମଜାନ ଆରମ୍ଭ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ସମସ୍ତ ମୁସଲମାନ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe