ରଣତୁଙ୍ଗାଙ୍କୁ ଗିରଫ ପରେ ଜାମିନ

ରଣତୁଙ୍ଗାଙ୍କୁ ଗିରଫ ପରେ ଜାମିନ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ପେଟ୍ରୋଲିୟମ ମନ୍ତ୍ରୀ ଅର୍ଜୁନ ରଣତୁଙ୍ଗା‌  ହତ୍ୟା ମାମଲାରେ ଗିରଫ ହୋଇଛନ୍ତି। ତେବେ ଗିରଫ ପରେ ରଣତୁଙ୍ଗାଙ୍କୁ ଜାମିନ ମିଳିଛି। ଗତକାଲି ରଣତୁଙ୍ଗାଙ୍କ ସୁରକ୍ଷାକର୍ମୀ ଜନତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାଦ୍ବାରା ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଦୁଇ ଜଣ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe