ନବ ବିବାହିତାଙ୍କୁ ପଡ଼ୋଶୀଙ୍କ ଦୁଷ୍କର୍ମ

Advertisment
ନବ ବିବାହିତାଙ୍କୁ ପଡ଼ୋଶୀଙ୍କ ଦୁଷ୍କର୍ମ

ଚଣ୍ଡିଗଡ: ଆଜି ହରିଆଣାର ଫତେହବାଦ ଜିଲ୍ଲାରେ ଜଣେ ନବବିବାହିତା ଘରେ ଏକୁଟିଆ ଥିବା ସୁଯୋଗରେ ଦୁଇ ଜଣ ପଡ଼ୋଶୀ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ଘଟଣା ସମ୍ପର୍କରେ କାହାକୁ ନଜଣେଇବାକୁ ଧମକ ଦେଇଥିଲେ। ତେବେ ପୀଡ଼ିିତାଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ ଜାରି ରଖିିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe