ଦୁଷ୍କର୍ମ ଓ ହତ୍ୟା ମାମଲା : ଉତ୍ତରପ୍ରଦେଶରେ ୨ ଜଣଙ୍କୁ ମୃତ୍ୟୁଦଣ୍ଡ, ୩ ଜଣଙ୍କୁ ଆଜୀବନ କାରାଦଣ୍ଡ

Advertisment
୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଆଶ୍ବସ୍ତି: ଫାଶୀ ଦଣ୍ଡାଦେଶକୁ ରୋକିଲା କତର

New Indian Express

ଆଗ୍ରା : ଉତ୍ତରପ୍ରଦେଶର ଭାରୁଚ୍‌ରେ ଏକ ହତ୍ୟା ମାମଲାରେ ଜଣଙ୍କୁ ମୃତ୍ୟୁଦଣ୍ଡ ହୋଇଛି ଏବଂ ୩ ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ୩ ବର୍ଷ ପୂର୍ବେ ଭାରୁଚର ରୟା ଗ୍ରାମରେ ୩ ଜଣ ବ୍ୟକ୍ତିଙ୍କୁ ଜମି ବିବାଦ ପାଇଁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ଚନ୍ଦନ ସିଂହକୁ ମୃତ୍ୟୁଦଣ୍ଡ‌ରେ ଦଣ୍ଡିତ କରାଯାଇଥିବା ବେଳେ କାଳି ଚରଣ, ଅନିଲ କୁମାର ଏବଂ ଗଜରାଜ ସିଂହ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶରେ ଏକ ଦୁଷ୍କର୍ମ ମାମଲାରେ ପୋକ୍ସ କୋର୍ଟ ନିରଜ ନାମକ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe