କୋଲ୍କାତା: ପଶ୍ଚିମବଙ୍ଗରେ ନିଜର ରଥଯାତ୍ରା ଜନସମାବେଶ ପ୍ରସଙ୍ଗରେ ବିଜେପି ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି କହିଛି। କୋଲ୍କାତା ହାଇକୋର୍ଟଙ୍କ ଡିଭିଜନ୍ ବେଞ୍ଚ୍ଙ୍କ ରାୟକୁ ଚାଲେଞ୍ଜ୍ କରି ବିଜେପି ସୁପ୍ରିମ୍ କୋର୍ଟ ଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ନିକଟରେ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ବିଜେପି ରଥଯାତ୍ରାକୁ ଅନୁମତି ଦେବା ପରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ରାଜ୍ୟ ସରକାର ଡିଭିଜନ୍ ବେଞ୍ଚ୍ର ଦ୍ବାରସ୍ଥ ହୋଇଥିଲେ।
ପଶ୍ଚିମବଙ୍ଗରେ ‘ରଥଯାତ୍ରା’ ପ୍ରସଙ୍ଗ: ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହେବ ବିଜେପି
Advertisment
Follow Us