ଏବେ ବି ଫେରିନି ୬୨୬୬ କୋଟି ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍

ଭାରତୀୟ ରିଜର୍ଭ ବ୍ୟାଙ୍କ (ଟଙ୍କାର ନୋଟ୍ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେବାର ପ୍ରାୟ ଦୁଇ ବର୍ଷ ବିତିଗଲାଣି କିନ୍ତୁ ଏହି ନୋଟଗୁଡ଼ିକର ଏବେ ବି ସଂପୂର୍ଣ୍ଣଭାବେ ରିଜର୍ଭ ବ୍ୟାଙ୍କ ନିକଟକୁ ଫେରିନାହିଁ ।  ଏଗୁଡ଼ିକର ମୋଟ ମୂଲ୍ୟ ୬୨୬୬କୋଟି ଟଙ୍କା ବୋଲି ଜଣାପଡ଼ିଛି। 

wte

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଟଙ୍କାର ନୋଟ୍ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେବାର ପ୍ରାୟ ଦୁଇ ବର୍ଷ ବିତିଗଲାଣି କିନ୍ତୁ ଏହି ନୋଟଗୁଡ଼ିକର ଏବେ ବି ସଂପୂର୍ଣ୍ଣଭାବେ ରିଜର୍ଭ ବ୍ୟାଙ୍କ ନିକଟକୁ ଫେରିନାହିଁ ।  ଏଗୁଡ଼ିକର ମୋଟ ମୂଲ୍ୟ ୬୨୬୬କୋଟି ଟଙ୍କା ବୋଲି ଜଣାପଡ଼ିଛି। 

ଶୁକ୍ରବାର ଦିନ ଆରବିଆଇ ଏହାର ସଦ୍ୟତମ ତଥ୍ୟରେ ଏହି ସୂଚନା ଦେଇଛି। ଆପଣଙ୍କୁ କହିରଖୁଛୁ ଯେ ଦୁଇ ବର୍ଷ ତଳେ ହି ନୋଟ ପ୍ରତ୍ୟାହାର ନିଷ୍ପତ୍ତି ପରେ ମଧ୍ୟ ଟଙ୍କାର ନୋଟ୍ ବୈଧ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ୧୯ ମଇ୨୦୨୩ ରେ ୨୦୦୦ ଟଙ୍କାର ନୋଟ୍ ପ୍ରଚଳନରୁ ପ୍ରତ୍ୟାହାର ଘୋଷଣା କରିଥିଲା।

ରିଜର୍ଭ ବ୍ୟାଙ୍କ୍ ୨ ମଇରେ ଏକ ବିବୃତ୍ତିରେ କହିଛି ଯେ ୧୯ ମଇ ୨୦୨୩ ରେ ବ୍ୟବସାୟ ଶେଷ ହେବା ବେଳକୁ ପ୍ରଚଳନରେ ଥିବା ୨୦୦୦ ଟଙ୍କାର ନୋଟର ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲାଯାହା ୩୦ ଏପ୍ରିଲ୨୦୨୫ ସୁଦ୍ଧା ହ୍ରାସ ପାଇ ୬୨୬୬ କୋଟି ଟଙ୍କା ହୋଇଯାଇଥିଲା। ତେଣୁ୧୯ ମଇ୨୦୨୩ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କାର ନୋଟର ୯୮.୨୪ ପ୍ରତିଶତ ଫେରି ଆସିଛିରିଜର୍ଭ ବ୍ୟାଙ୍କ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe