ପୂର୍ବାହ୍ନ ୧୦ଟାରେ ଗଣମାଧ୍ୟମକୁ ସମ୍ବୋଧନ କରିବେ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ

Advertisment
୧୦୦ ବର୍ଷର ବଡ଼ ଅର୍ଥନୈତିକ ସଙ୍କଟ, ସତର୍କ କରାଇଲେ ଶକ୍ତିକାନ୍ତ ଏନ୍‌ପିଏ ବଢ଼ିପାରେ

Image Source: Zee News

ନୂଆଦିଲ୍ଲୀ: ଆଜି ସକାଳ ୧୦ଟା ବେଳେ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବେ। ସମ୍ପ୍ରତି ଦେଶରେ କରୋନାଭାଇରସ୍‌ଜନିତ ସଙ୍କଟ ସମୟରେ ସେ କୌଣସି ରିଲିଫ୍‌ ପ୍ୟାକେଜ୍‌ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।

ଗଭର୍ଣ୍ଣର୍‌ଙ୍କ ସାମ୍ବାଦିକ ସମ୍ମିଳନୀ ସଂକ୍ରାନ୍ତରେ ଆଜି ସକାଳେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଟୁଇଟ୍‌ କରି ସୂଚନା ଦେଇଛି।

ମାର୍ଚ ୨୭ ତାରିଖ ସକାଳ ୧୦ଟାରେ ମଧ୍ୟ ରିଜର୍ଭ ବ୍ୟାଙ୍କ୍ ସମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe