RCB's target for victory is 164 runs. Photograph: (sambad.in)
ବେଙ୍ଗାଲୁରୁ: ଆଇପିଏଲ ୨୦୨୫ର ୨୪ତମ ମ୍ୟାଚ୍ ଗୁରୁବାର ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ଖେଳାଯାଉଛି।
ଅଧିକ ପଢ଼ନ୍ତୁ: ଓବାମାଙ୍କ ଛାଡ଼ପତ୍ର ନେଇ ଚର୍ଚ୍ଚା: ମିସେଲ୍ ସତ୍ୟ ପ୍ରକାଶ କଲେ
ଶେଷ ଦୁଇ ଓଭରରେ ଆରସିବି ୩୭ ରନ୍ କରିଥିଲା। ଦିଲ୍ଲୀ ପକ୍ଷରୁ କୁଲଦୀପ ଯାଦବ ଚାରି ଓଭରରେ ୧୭ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ଯେତେବେଳେ ବିପ୍ରରାଜ ନିଗମ ଚାରି ଓଭରରେ ୧୮ ରନ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ସେହିପରି ବିପ୍ରରାଜ ୨ ୱିକେଟ ନେଇଥିଲେ।
ଅଧିକ ପଢ଼ନ୍ତୁ: ହ୍ବାଟସଆପ ଡେସ୍କଟପ୍ ବ୍ୟବହାରକାରୀଙ୍କୁ ଭାରତ ସରକାର ଦେଲେ ଚେତାବନୀ
Indian Premier League 2025
Follow Us