ପ୍ରତିକ୍ରିୟା:ଗୁଜରାଟ ଜିତିବା ଦାବି କରି ହିମାଚଳରେ ହାରିଲେ: ନୀତୀଶ

Advertisment

ମୋଦିଙ୍କ ସୁଶାସନର ପ୍ରମାଣ: ମେହବୁବା

ମୋଦିଙ୍କ ସୁଶାସନର ପ୍ରମାଣ: ମେହବୁବା

ପ୍ରତିକ୍ରିୟା:ଗୁଜରାଟ ଜିତିବା ଦାବି କରି ହିମାଚଳରେ ହାରିଲେ: ନୀତୀଶ

ପାଟନା: ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନ ଫଳାଫଳରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଂଗ୍ରେସକୁ କଡ଼ା ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଢେର ତାରିଫ କରିଛନ୍ତି। କଂଗ୍ରେସ ଦଳ ଗୁଜରାଟରେ ଜିତିବେ ବାଲି ଦାବି କରି କରି ସେମାନେ ଶାସନ କରୁଥିବା ହିମାଚଳପ୍ରଦେଶକୁ ବି ହରାଇବସିଲେ ବୋଲି ନୀତୀଶ ତାଙ୍କ ଟ୍ଵିଟରରେ ତାଚ୍ଛଲ୍ୟ କରି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁଶାସନ ଏବଂ ଅମିତ ଶାହଙ୍କ ସାଙ୍ଗଠନିକ ଦକ୍ଷତା ହିଁ ବିଜେପିକୁ ଏପରି ସଫଳତା ଆଣିଦେଇଛନ୍ତି ବୋଲି ନୀତୀଶ କହିଛନ୍ତି।
ଶ୍ରୀନଗର,: ଗୁଜରାଟ ଓ ହିମାଚଳପ୍ରଦେଶରେ ବିଜେପିର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ, ବିକାଶ ଏବଂ ଆର୍ଥିକ ଯୋଜନାକୁ ସମସ୍ତ ଶ୍ରେୟ ଦେଇଛନ୍ତି ଦମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି। ଏଥିପାଇଁ ଲସେ ମୋଦିଙ୍କୁ ଟ୍ଵିଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe