‘ବୈତରଣୀ-ଓଡ଼ିଶା ମଡେଲ’ର ପ୍ରୟୋଗ ପାଇଁ ସୁପାରିସ

Advertisment
‘ବୈତରଣୀ-ଓଡ଼ିଶା ମଡେଲ’ର ପ୍ରୟୋଗ ପାଇଁ ସୁପାରିସ

newsonair.com

ନୂଆଦିଲ୍ଲୀ : ଉଚ୍ଚ ମାନର ଔଷଧୀୟ ବୃକ୍ଷ ଉତ୍ପାଦକାରୀଙ୍କୁ ଲାଭ ପ୍ରଦାନ ପାଇଁ ବୈତରଣୀ-ଓଡ଼ିଶା ମଡେଲ ଜୀବିକା ନିର୍ବାହ ପ୍ରଣାଳୀ ପ୍ରୟୋଗ ପାଇଁ କେନ୍ଦ୍ର ଆୟୁଷ ମନ୍ତ୍ରାଳୟକୁ ସୁପାରିସ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟି ଏହି ସୁପାରିସ କରିଛନ୍ତି। ରାଜ୍ୟସଭା ସାଂସଦ ପ୍ରଫେସର ରାମଗୋପାଳ ଯାଦବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ୯୯ ପୃଷ୍ଠା ସମ୍ବଳିତ ରିପୋର୍ଟ ପ୍ରଦାନ କରିଛି। ବିଶ୍ବବ୍ୟାପୀ ଆୟୁଷ ବିପ୍ଳବ ଯୋଜନାରେ ଜଡିବୁଟି ଔଷଧ ଓ ମସଲା ରପ୍ତାନୀକୁ ପ୍ରୋତ୍ସାହିତ କରିବା ପାଇଁ ଆୟୁଷ ମନ୍ତ୍ରାଳୟ ସକ୍ରିୟତା ସହ ଯୋଜନାଗୁଡ଼ିକର କ୍ରିୟାନ୍ବୟନ କରୁ ବୋଲି କମିଟି ସୁପାରିସ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe