ଆମେରିକା ପରମାଣୁ ଶକ୍ତି ବିଭାଗ ମୁଖ୍ୟ, ଭାରତୀୟ ବଂଶୋଦ୍ଭବ ରୀତା ମନୋନୀତ

Advertisment
ଆମେରିକା ପରମାଣୁ ଶକ୍ତି ବିଭାଗ ମୁଖ୍ୟ, ଭାରତୀୟ ବଂଶୋଦ୍ଭବ ରୀତା ମନୋନୀତ

ୱାସିଂଟନ୍‌: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ରୀତା ବରନୱାଲ୍‌ ଆମେରିକାର ପରମାଣୁ ଶକ୍ତି ବିଭାଗ ମୁଖ୍ୟ ପଦ ପାଇଁ ମନୋନୀତ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରୀତା ବରନୱାଲ୍‌ଙ୍କ ନାମ ଉକ୍ତ ପଦ ପାଇଁ ମନୋନୀତ କରିଛନ୍ତି। ତେବେ ଯଦି ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିକୁ ସିନେଟ୍‌ ମଞ୍ଜୁର କରେ, ତେବେ ରୀତା ପରମାଣୁ ଶକ୍ତି ବିଭାଗର ସହଯୋଗୀ ସଚିବ ରହି ପରମାଣୁ ଜ୍ଞାନକୌଶଳ ଗବେଷଣା ଦାୟିତ୍ବ ସମ୍ଭାଳିିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe