ଶେହଲା ରସିଦଙ୍କୁ ଆଶ୍ବସ୍ତି, ଦେଶଦ୍ରୋହ ମାମଲା ପ୍ରତ୍ୟାହାରକୁ ଅନୁମତି

Advertisment

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ଉପ ସଭାପତି ଶେହଲା ରସିଦ୍ ସୋରାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ପ୍ରତ୍ୟାହାର କରାଯିବ। ଏଥିଲାଗି କୋର୍ଟ ଦିଲ୍ଲୀ ପୁଲିସକୁ ଅନୁମତି ଦେଇଛନ୍ତି।

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ଉପ ସଭାପତି ଶେହଲା ରସିଦ୍ ସୋରାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ପ୍ରତ୍ୟାହାର କରାଯିବ। ଏଥିଲାଗି କୋର୍ଟ ଦିଲ୍ଲୀ ପୁଲିସକୁ ଅନୁମତି ଦେଇଛନ୍ତି।

shehla

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ଉପ ସଭାପତି ଶେହଲା ରସିଦ୍ ସୋରାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ପ୍ରତ୍ୟାହାର କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ସେହଲାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ପ୍ରତ୍ୟାହାର କରିବାକୁ କୋର୍ଟ ଦିଲ୍ଲୀ ପୁଲିସକୁ ଅନୁମତି ଦେଇଛନ୍ତି। ସୋସିଆଲ ମିଡିଆରେ ଭାରତୀୟ ସେନା ବିରୋଧରେ ଆପତ୍ତିଜନକ ଟୁଇଟ୍ କରିବା ପରେ ଶେହଲା ରସିଦଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଜେଏନୟୁଏସୟୁର ପୂର୍ବତନ ଉପାଧ୍ୟକ୍ଷ ଶେହଲା ରସିଦ ଶୋରାଙ୍କ ବିରୋଧରେ ସେନା ବିଷୟରେ ଟୁଇଟ୍ କରିଥିବାରୁ ୨୦୧୯ ଦେଶଦ୍ରୋହ ମାମଲା ପ୍ରତ୍ୟାହାର କରିବାକୁ ଏଠାକାର ଏକ ଅଦାଲତ ଦିଲ୍ଲୀ ପୋଲିସକୁ ଅନୁମତି ଦେଇଛନ୍ତି। ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା ଶେହଲା ରସିଦଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଦେଇଥିବା ଅନୁମୋଦନ ପ୍ରତ୍ୟାହାର କରିନେଇଥିବା ଦାବି କରି ଫେବ୍ରୁଆରି ୨୭ ତାରିଖରେ ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଅନୁଜଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ଉପ ସଭାପତି ଶେହଲା ରସିଦ୍ ସୋରାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ପ୍ରତ୍ୟାହାର କରାଯିବ। କୁମାର ସିଂହ ଏହି ନିର୍ଦ୍ଦେଶ ଦେଇଛନ୍ତି। ଦେଶଦ୍ରୋହ, ଧର୍ମ, ଭାଷା, ଜାତି, ଜନ୍ମସ୍ଥାନ ଇତ୍ୟାଦି ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା ଏବଂ ଦଙ୍ଗା ସୃଷ୍ଟି କରିବା ଭଳି ଅପରାଧ ପାଇଁ ଏହି ମାମଲା ରୁଜୁ ହୋଇଥିଲା। ଏହି ଅଭିଯୋଗରେ ସର୍ବାଧିକ ଆଜୀବନ କାରାଦଣ୍ଡ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe