ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ

Advertisment

ମନ୍ଥନ ଓ ଅଙ୍କୁର ଭଳି ଚମତ୍କାର କଳାତ୍ମକ ସିନେମା ପାଇଁ ଜଣାଶୁଣା ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଶ୍ୟାମ ବେନେଗାଲଙ୍କ ପରଲୋକ ହୋଇଯାଇଛି। ସନ୍ଧ୍ୟା ୬ଟା ୩୯ମିନିଟରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କୁ ୯୦ ବର୍ଷ ହୋଇଥିଲା।

Updated On

ମନ୍ଥନ ଓ ଅଙ୍କୁର ଭଳି ଚମତ୍କାର କଳାତ୍ମକ ସିନେମା ପାଇଁ ଜଣାଶୁଣା ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଶ୍ୟାମ ବେନେଗାଲଙ୍କ ପରଲୋକ ହୋଇଯାଇଛି। ସନ୍ଧ୍ୟା ୬ଟା ୩୯ମିନିଟରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କୁ ୯୦ ବର୍ଷ ହୋଇଥିଲା।

ଅଦ୍ୟତନ ହୋଇଛି
shyam

ମୁମ୍ବାଇ: ମନ୍ଥନ ଓ ଅଙ୍କୁର ଭଳି ଚମତ୍କାର କଳାତ୍ମକ ସିନେମା ପାଇଁ ଜଣାଶୁଣା ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଶ୍ୟାମ ବେନେଗାଲଙ୍କ ପରଲୋକ ହୋଇଯାଇଛି। ସନ୍ଧ୍ୟା ୬ଟା ୩୯ମିନିଟରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ମଧ୍ୟ ବିଭିନ୍ନ ଚଳଚ୍ଚିତ୍ର ପ୍ରକଳ୍ପରେ କାମ ଜାରିରିଥିଲେ। 

ଶ୍ୟାମ ବେନେଗାଲଙ୍କ ଚଳଚ୍ଚିତ୍ର ୮ଟି ଜାତୀୟ ପୁରସ୍କାର ଜିତିଥିଲା । ସେ ଜୁବେଇଦା, ଦ ମେକିଂ ଅଫ୍ ଦି ମହାତ୍ମା, ନେତାଜୀ ସୁଭାଷ ଚନ୍ଦ୍ର ବୋଷ: ଦି ଫରଗଟେନ ହିରୋ, ମଣ୍ଡି, ଅରୋହନ, ୱେଲକମ ଟୁ ସଜ୍ଜନପୁର ଭଳି ଅନେକ ମହାନ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ବେନେଗାଲଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ମଧ୍ୟ ମିଳିଛି ।

ଶ୍ୟାମ ବେନେଗାଲଙ୍କ ଝିଅ ପିଆ ବେନେଗାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଶ୍ୟାମଙ୍କର ଆଜି ସନ୍ଧ୍ୟା ୬.୩୮ ରେ ମୁମ୍ବାଇ ସେଣ୍ଟ୍ରାଲର ୱାକାର୍ଟ ହସ୍ପିଟାଲରେ ଦେହାନ୍ତ ହୋଇଛି । ପିଆ ବେନେଗାଲ କହିଛନ୍ତି ଯେ ତାଙ୍କ ପିତା ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ ଏବଂ ସେ ଏହି ରୋଗର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ । ଶ୍ୟାମ ବେନେଗଲଙ୍କୁ ୯୦ ବର୍ଷ ହୋଇଥିଲା। ଖୁବଶୀଘ୍ର ଅନ୍ତିମ ସଂସ୍କାର ସମୟରେ ନିଷ୍ପତ୍ତି ନିଆଯିବ। କିଛିଦିନ ତଳେ ଶ୍ୟାମ ବେନେଗାଲ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କର ଉଭୟ କିଡନୀ ଫେଲ୍ ହୋଇଯାଇଛି ଏବଂ ସେ ଘରେ ଡାଏଲିସିସ୍ ଚାଲିଥିଲା।

ଶ୍ୟାମ ବେନେଗାଲଙ୍କ ଚଳଚ୍ଚିତ୍ର ୮ଟି ଜାତୀୟ ପୁରସ୍କାର ଜିତିଥିଲା । ସେ ଜୁବେଇଦା, ଦ ମେକିଂ ଅଫ୍ ଦି ମହାତ୍ମା, ନେତାଜୀ ସୁଭାଷ ଚନ୍ଦ୍ର ବୋଷ: ଦି ଫରଗଟେନ ହିରୋ, ମଣ୍ଡି, ଅରୋହନ, ୱେଲକମ ଟୁ ସଜ୍ଜନପୁର ଭଳି ଅନେକ ମହାନ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ବେନେଗାଲଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ମଧ୍ୟ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe