Reporter asks Putin when will the killing of civilians stop Photograph: (sambad.in)
ଆଲାସ୍କା:ଆଲାସ୍କା ସମ୍ମିଳନୀରେ ଯୋଗ ଦେଇଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଜଣେ ଆମେରିକୀୟ ପତ୍ରକାର ପ୍ରଶ୍ନ କରିଥିଲେ ସାଧାରଣ ଲୋକଙ୍କ ହତ୍ୟା କେବେ ବନ୍ଦ ହେବ? ଏହାର ଉତ୍ତର ପୁଟିନ ଇସାରାରେ ଦେଇଥିଲେ। ସେ କାନ ଆଡକୁ ହାତ ନେଇଥିଲେ।
ପୁଟିନ୍ଙ୍କ ବିମାନ ଏଳମେନଡାଫ୍ ରିଚର୍ଡସନ୍ ଏୟରେେ ବେସ୍ରେ ଅବତରଣ କରିଥିଲା। ଲମ୍ବା ଲାଲ କାର୍ପେଟ ଉପରେ ଚାଲିବା ପରେ ପୁଟିନଙ୍କ ସାକ୍ଷାତ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହିତ ହୋଇଥିଲା। ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନେ ଲଗାତାର ପ୍ରଶ୍ନ ପଚାରିବାକୁ ଲାଗିଥିଲେ।
Russia | USA | Ukraine | vladimir-putin | donald-trump
Follow Us