ଭୂତଳ ଜଳ ଉପଯୋଗ ଉପରେ କଟକଣା

Advertisment
ଖୋର୍ଦ୍ଧାକୁ ଚଳିତ ବର୍ଷ ଜଳକଷ୍ଟ ଆଶଙ୍କା!

ppic.org

ନୂଆଦିଲ୍ଲୀ : ପରିବେଶ ପ୍ରଭାବ ଆକଳନ ଓ ‘ଜଳ ବିଜ୍ଞାନ ରିପୋର୍ଟ’ ବିନା କୌଣସି ପ୍ରକଳ୍ପକୁ ଭୂତଳ ଜଳ ଉପଯୋଗ ପାଇଁ ଏନ୍‌ଓସି ପ୍ରଦାନ କରାଯିବ ନାହିଁ। ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲରେ ସିପିସିବି ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ବାରା ଏ ନେଇ ଓଡ଼ିଶା ସମେତ ସମସ୍ତ ରାଜ୍ୟମାନଙ୍କୁ ମାର୍ଗଦର୍ଶିକା ଜାରି କରାଯାଇଛି। ରିପୋର୍ଟରେ କୁହାଯାଇଛି, କୌଣସି ପ୍ରକଳ୍ପ ପାଇଁ ଭୂତଳ ଜଳ ଉପଯୋଗ ପାଇଁ ପରିବେଶ ସଂରକ୍ଷଣ ନିୟମର ଧାରା- ୫ ଅନ୍ତର୍ଗତ ପରିବେଶ ପ୍ରଭାବ ଆକଳନ ଏବଂ ‘ଜଳ ବିଜ୍ଞାନ ରିପୋର୍ଟ’କୁ ଅନିବାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe