ନୂଆଦିଲ୍ଲୀ : କେନ୍ଦ୍ର ସରକାର ବର୍ଷା ଓ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସଡ଼କଗୁଡ଼ିକର ଶୀଘ୍ର ମରାମତି ପାଇଁ ରାଜ୍ୟମାନଙ୍କୁ ଅର୍ଥ ଆବଣ୍ଟନକୁ ପ୍ରାଥମିକତା ଦେଇଛନ୍ତି। ଏହି କ୍ରମରେ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟମାନଙ୍କୁ ମୋଟ ୬୫ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ଓଡ଼ିଶାକୁ ୧.୪୬ କୋଟି ଟଙ୍କା ଦିଆଯାଇଛି। ଦେଶର କିଛି ରାଜ୍ୟରେ ଅତ୍ୟଧିକ ବର୍ଷା ପାଇଁ ବହୁ ସଂଖ୍ୟାରେ ସଡ଼କ କ୍ଷତିଗ୍ରସ୍ତ ହୋଇଛି।
ବର୍ଷାରେ କ୍ଷତିଗ୍ରସ୍ତ ସଡ଼କ ମରାମତି ପାଇଁ ଓଡ଼ିଶାକୁ ୧.୪୬ କୋଟି
Advertisment
Follow Us