ରେଳରେ ସୁରକ୍ଷା ନେତୃତ୍ବ ନେବେ ଆର୍‌ପିଏଫ୍‌ ଏଏସ୍‌ଆଇ

ରେଳରେ ସୁରକ୍ଷା ନେତୃତ୍ବ ନେବେ ଆର୍‌ପିଏଫ୍‌ ଏଏସ୍‌ଆଇ

The New Indian Express

ନୂଆଦିଲ୍ଲୀ : ରେଳ ଯାତ୍ରା ସମୟରେ ଯାତ୍ରୀମାନଙ୍କ ସୁରକ୍ଷା ଦାୟିତ୍ବ ଏଣିକି ଆର୍‌ପିଏଫ୍‌ ଅଧିକାରୀଙ୍କ ହାତରେ ରହିବ। ନୂତନ ବ୍ୟବସ୍ଥାରେ ଟ୍ରେନ୍‌ମାନଙ୍କରେ ଆର୍‌ପିଏଫ୍‌ ସୁରକ୍ଷାକାରୀ ଟିମ୍‌ର ନେତୃତ୍ବ ନେବେ ଏଏସ୍‌ଆଇ। ପୂର୍ବରୁ ଟ୍ରେନ୍‌ମାନଙ୍କରେ ଆର୍‌ପିଏଫ୍‌ କନେଷ୍ଟବଳ ଟିମ୍‌ ରହୁଥିଲେ। ଏବେ ଏଥିରେ ଏଏସ୍‌ଆଇମାନଙ୍କୁ ସାମିଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe