RR-KKR clash in Guwahati: Both teams aiming for first win Photograph: (Sambad.in)
ଗୁଆହାଟୀ: ଆଇପିଏଲ ୨୦୨୫ ସିଜିନ୍ -୧୮ର ଷଷ୍ଠ ମ୍ୟାଚ୍ ବୁଧବାର ସନ୍ଧ୍ୟା ସାଢ଼େ ୭ଟାରେ ଗୁଆହାଟୀର ବରସାପାରା କ୍ରିକେଟ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ(ଆର୍ଆର୍) ଏବଂ କୋଲକାତା ନାଇଟ୍ ରାଇଡର୍ସ(କେକେଆର୍) ମଧ୍ୟରେ ଖେଳାଯିବ। ଉଭୟ ଦଳ ଏପର୍ଯ୍ୟନ୍ତ ବିଜୟର ଖାତା ଖୋଲିନାହାନ୍ତି। କେକେଆର୍କୁ ପ୍ରଥମ ମ୍ୟାଚରେ ଆରସିବି ହାତରୁ ପରାଜୟ ସାମ୍ନା କରିବାକୁ ପଡିଥିଲା। ସେହିପରି ରାଜସ୍ଥାନ ରୟାଲ୍ସ ତାର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦଠାରୁ ପରାସ୍ତ ହୋଇଥିଲା।
ରାଜସ୍ଥାନ ରୟାଲ୍ସର ସମ୍ଭାବ୍ୟ ଦଳ:
ରିୟାନ ପରାଗ (ଅଧିନାୟକ), ସଞ୍ଜୁ ସାମସନ, ଯଶସ୍ୱୀ ଜୟସ୍ୱାଲ, ଧ୍ରୁବ ଜୁରେଲ (ୱିକେଟକିପର), ନୀତିଶ ରାଣା, ଶିମରୋନ ହେଟମାୟର, ଶୁଭମ ଦୁବେ, ୱାନିନ୍ଦୁ ହସରଙ୍ଗା, ମହେଶ ତିକ୍ଷଣ, ଆକାଶ ମାଧୱାଲ, ସନ୍ଦୀପ ଶର୍ମା, ଫଜଲହକ ଫାରୁକି।
କୋଲକାତା ନାଇଟ୍ ରାଇଡର୍ସ ସମ୍ଭାବ୍ୟ ଦଳ:
କ୍ୱିଣ୍ଟନ୍ ଡି କକ୍ (ୱିକେଟକିପର), ଅଜିଙ୍କ୍ୟ ରାହାନେ (ଅଧିନାୟକ), ସୁନୀଲ ନାରିନ, ଭେଙ୍କଟେଶ ଆୟର, ରିଙ୍କୁ ସିଂ, ଅଙ୍ଗକ୍ରିଶ ରଘୁବଂଶୀ, ଆଣ୍ଡ୍ରେ ରସେଲ, ରମଣଦୀପ ସିଂ, ସ୍ପେନ୍ସର ଜନସନ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ , ଅନ୍ରିଚ୍ ନର୍ଥଜେ , ମନୀଷ ପାଣ୍ଡେ ,ବୈଭବ ଆରୋୟା , ଅନୁକୁଳ ରାୟ,ଲୁଭନିଥ୍ ସିସୋଦିଆ, ଚେତନ ସକାରିଆ, ରହମାନୁଲ୍ଲା ଗୁରୁବାଜ , ମୟଙ୍କ ମାର୍କାଣ୍ଡେ , ରୋଭମାନ ପାୱେଲ , ମୋଇନ ଅଲି।
ଅଧିକ ପଢ଼ନ୍ତୁ: ଆମର ଦାବିରୁ ଆମେ କେବେ ଓହରିବୁ ନାହିଁ: ତାରା ପ୍ରସାଦ ବାହିନୀପତି
Indian Premier League 2025 | RR vs KKR | 6th Match
Follow Us