RR won the toss: decided to bowl Photograph: (sambad.in)
ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ର ଦ୍ବିତୀୟ ମ୍ୟାଚ୍ ରବିବାର ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି।
ଅଧିକ ପଢ଼ନ୍ତୁ: ନିର୍ବାଚନ କମିସନଙ୍କ ଉପରେ ବିଶ୍ୱାସ କରୁନାହାନ୍ତି ଲୋକେ: କପିଲ ସିବଲ
ରାଜସ୍ଥାନ ରୟାଲ୍ସ ଦଳ: ରିୟାନ୍ ପାରାଗ (ଅଧିନାୟକ) , ଧ୍ରୁଭ ଜୁରେଲ ( ୱିକେଟ କିପର) , ଯଶସ୍ୱୀ ଜୟସ୍ବାଲ , ସଞ୍ଜୁ ସାମସନ ,ନୀତୀଶ ରାଣା , ଶିମ୍ରନ୍ ହେଟମିୟର , ଶୁଭମ୍ ଦୁବେ , ୱାନିନ୍ଦୁ ହାସରାଙ୍ଗା , ଜୋଫ୍ରା ଆର୍ଚର , ତୁଶର ଦେଶପାଣ୍ଡେ , ସନ୍ଦୀପ ଶର୍ମା ,ଫଜଲଖକ୍ ଫାରୁଖୀ , କୁମାର ମହେଶ ଥାକଶାନା , କ୍ୱେନା ମାଫାକା , ଅଶୋକ ଶର୍ମା , ବୈଭବ ସୂର୍ଯ୍ୟବଂଶୀ , କୁନାଲ ସିଂ ରାଠୋର
ଅଧିକ ପଢ଼ନ୍ତୁ: ମହାନଦୀ ଜଳ ପ୍ରସଙ୍ଗ: ବିଜେଡିକୁ ତୀବ୍ର ସମାଲୋଚନା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
Indian Premier League 2025 SRH vs RR
Follow Us