ପିପିଇ କିଟ୍‌ ପିନ୍ଧି ୧୩ କୋଟି ଟଙ୍କାର ସୁନା ଲୁଟ୍‌

ପିପିଇ କିଟ୍‌ ପିନ୍ଧି ୧୩ କୋଟି ଟଙ୍କାର ସୁନା ଲୁଟ୍‌

Outlook India

ନୂଆଦିଲ୍ଲୀ : ଦିଲ୍ଲୀର ଏକ ଗହଣା ସୋରୁମ୍‌ରୁ ଆଜି ୧୩ କୋଟି ଟଙ୍କାର ସୁନା ଲୁଟ୍‌ ହୋଇଯାଇଛି। ଜଣେ ବ୍ୟକ୍ତି ପିପିଇ କିଟ୍‌ ପିନ୍ଧି ସୋରୁମ୍‌କୁ ପ୍ରବେଶ କରିଥିଲା ଏବଂ ୨୫ କିଲୋ ଓଜନର ସୁନା ଲୁଟି ନେଇଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ଗିରଫ ‌ହୋଇଛି। ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତକୁ ଧରାଯାଇଥିଲା। ତାକୁ ମହମ୍ମଦ ଶେଖ୍‌ ନୁର ଭାବେ ଚିହ୍ନଟ କରାଯାଇଛି। ସୋରୁମ୍‌ରେ ୫ ଜଣ ସୁରକ୍ଷାକର୍ମୀ ଥିଲେ ମଧ୍ୟ ସେମାନେ ଏ ବିଷୟରେ ଜାଣି ପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe