ତାମିଲନାଡ଼ୁ: ଟ୍ରକ୍‌ରୁ ୧୫ କୋଟି ଟଙ୍କାର ମୋବାଇଲ୍‌ ଫୋନ୍‌ ଚୋରି

ତାମିଲନାଡ଼ୁ: ଟ୍ରକ୍‌ରୁ ୧୫ କୋଟି ଟଙ୍କାର ମୋବାଇଲ୍‌ ଫୋନ୍‌ ଚୋରି

Indiatimes.com

କୃଷ୍ଣଗିରି : ତାମିଲନାଡ଼ୁର କୃଷ୍ଣଗିରିରେ ଏକ ଜାତୀୟ ରାଜପଥରୁ ବଡ଼ ଧରଣର ଚୋରି ହୋଇଛି। ରେଡ୍‌ମି ମୋବାଇଲ୍‌ ଫୋନ୍‌ ଭର୍ତ୍ତି ହୋଇଥିବା ଏକ କଣ୍ଟେନର ଟ୍ରକ୍‌କୁ ଏକ ଗ୍ୟାଙ୍ଗ୍‌ ଲୁଟି ନେଇଛନ୍ତି। ଟ୍ରକ୍‌ରେ ୧୪,୫୦୦ ମୋବାଇଲ୍‌ ଫୋନ୍‌ ଥିଲା। ଗ୍ୟାଙ୍ଗ୍‌ ଏହି ଟ୍ରକ୍‌ ହାଇଜାକ୍‌ କରିନେଇ ଟ୍ରକ୍‌ରୁ ସମସ୍ତ ଫୋନ୍‌ ଅନ୍ୟ ଏକ ଟ୍ରକ୍‌କୁ ସ୍ତାନାନ୍ତର କରିଦେଇଥିଲେ। ଟ୍ରକ୍‌ଟି ମୁମ୍ବାଇରୁ ଚେନ୍ନାଇକୁ ଯାଉଥିଲା। ଲୁଟେରାଙ୍କୁ ଠାବ କରିବା ପାଇଁ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe