ବିମାନ ଶିଳ୍ପର ୨୪ ହଜାର କୋଟି କ୍ଷତି

ବିମାନ ଶିଳ୍ପର ୨୪ ହଜାର କୋଟି କ୍ଷତି

Image Courtesy of Hindustan Times

ନୂଆଦିଲ୍ଲୀ : କରୋନା ମହାମାରୀ ବ୍ୟାପିବା ପରେ ବିମାନ ଶିଳ୍ପ ବିପୁଳ କ୍ଷତି ସହିଛନ୍ତି। ୨୦୨୦ରୁ ୨୦୨୨ ଭିତରେ ଏହି ଶିଳ୍ପରେ ୨୪ ହଜାର କୋଟି ଟଙ୍କାର କ୍ଷତି ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, ୨୦୨୦-୨୧ରେ ବିମାନ ଶିଳ୍ପ ୧୨,୪୭୯ କୋଟି ଟଙ୍କା ଏବଂ ୨୦୨୧-୨୨ରେ ୧୧,୬୫୮ କୋଟି ଟଙ୍କାର କ୍ଷତି ସହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe