କାଦର ଖାନ୍‌ଙ୍କୁ ନେଇ ଗୁଜବ

Advertisment
କାଦର ଖାନ୍‌ଙ୍କୁ ନେଇ ଗୁଜବ

Film star Kader Khan. Express archive photo

ନୂଆଦିଲ୍ଲୀ : ବର୍ଷୀୟାନ୍‌ ଅଭିନେତା କାଦର ଖାନ୍‌ଙ୍କ ମୃତ୍ୟୁ ଖବର ଏକ ଗୁଜବ ମାତ୍ର। କାଦର ଖାନ୍‌ ବଞ୍ଚିଛନ୍ତି ଏବଂ ସେ କାନାଡ଼ାର ଏକ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖାନ୍‌ଙ୍କ ମୃତ୍ୟୁ ଖବରକୁ  ପ୍ରତ୍ୟାଖ୍ୟାନ କରିଛନ୍ତି ତାଙ୍କ ପୁଅ ସର୍ଫରାଜ୍‌। ବାପାଙ୍କ ମୃତ୍ୟୁ ଖବର ଏକ ଗୁଜବ ଏବଂ ଏବେ ସେ କାନାଡ଼ାର ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି ବୋଲି ସର୍ଫରାଜ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe