ଚୀନ୍‌ର ପ୍ରଭାବ ହ୍ରାସ ପାଇଁ ଟ୍ରମ୍ପ୍‌ଙ୍କ କଠୋର ଭିସା କଟକଣା

Advertisment
ଚୀନ୍‌ର ପ୍ରଭାବ ହ୍ରାସ ପାଇଁ ଟ୍ରମ୍ପ୍‌ଙ୍କ କଠୋର ଭିସା କଟକଣା

Al Jazeera

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଚୀନ୍‌ ବିରୋଧରେ ଆରମ୍ଭ କରିଥିବା ରଣନୀତି ଆଗକୁ ମଧ୍ୟ ଜାରି ରହିବ ବୋଲି କୂଟନୀତି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। ନିକଟରେ ଟ୍ରମ୍ପ୍‌ ପ୍ରଶାସନ ନେଇଥିବା ଏକ ନିଷ୍ପତ୍ତି ସ୍ବରୂପ କମୁନିଷ୍ଟ୍‌ ଚୀନ୍‌ରୁ ଆମେରିକା ପରିଭ୍ରମଣରେ ଆସୁଥିବା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ କମୁନିଷ୍ଟ ଦଳର ସଦସ୍ୟମାନଙ୍କ ଭିସା ଆଇନର ପୁଙ୍ଖାନୁପୁଙ୍ଖ ତର୍ଜ୍ଜମା କରାଯାଇ ସେମାନଙ୍କ ଉପରେ ଯଥାସମ୍ଭବ କଟକଣା ଲଗାଯାଇଛି। ଗତ ଗୁରୁବାର ଏକ ଘୋଷଣା ଅନୁସାରେ ଚୀନ୍‌ର ସଂପୃକ୍ତ ରାଜନେତା ଏବଂ ସେମାନଙ୍କ ପରିବାର ପାଇଁ ରହିଥିବା ୧୦ ବର୍ଷର ଭିସା ଅବଧିକୁ ମାତ୍ର ଏକ ମାସକୁ ହ୍ରାସ କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe