ବୋମା ବିସ୍ଫୋରଣ ଘଟାଇ ରୁଷ୍‌ର ରାସାୟନିକ ଓ ଜୈବିକ ସୁରକ୍ଷା ମୁଖ୍ୟଙ୍କୁ ହତ୍ୟା!

ଇଲେକ୍ଟ୍ରିକ୍ ସ୍କୁଟରରେ ଲୁଚା ଯାଇଥିବା ବୋମା ନେଇଛି ରୁଷ୍‌ର ରାସାୟନିକ ଓ ଜୈବିକ ସୁରକ୍ଷା ମୁଖ୍ୟଙ୍କ ଜୀବନ। ଜାଣିବାକୁ ମିଳିଛି  ଯେ ମଙ୍ଗଳବାର ମସ୍କୋରେ ଆଣବିକ ସୁରକ୍ଷା ବାହିନୀର ତଦାରଖ କରୁଥିବା ଜଣେ ବରିଷ୍ଠ ଜେନେରାଲଙ୍କୁ ଇଲେକ୍ଟ୍ରିକ୍ ସ୍କୁଟରରେ ବୋମା ଖଞ୍ଜାଯାଇ ହତ୍ୟା କରାଯାଇ ହତ୍ୟା କରାଯାଇଛି।

killed

ମସ୍କୋ: ଇଲେକ୍ଟ୍ରିକ୍ ସ୍କୁଟରରେ ଲୁଚା ଯାଇଥିବା ବୋମା ନେଇଛି ରୁଷ୍‌ର ରାସାୟନିକ ଓ ଜୈବିକ ସୁରକ୍ଷା ମୁଖ୍ୟଙ୍କ ଜୀବନ। ଜାଣିବାକୁ ମିଳିଛି  ଯେ ମଙ୍ଗଳବାର ମସ୍କୋରେ ଆଣବିକ ସୁରକ୍ଷା ବାହିନୀର ତଦାରଖ କରୁଥିବା ଜଣେ ବରିଷ୍ଠ ଜେନେରାଲଙ୍କୁ ଇଲେକ୍ଟ୍ରିକ୍ ସ୍କୁଟରରେ ବୋମା ଖଞ୍ଜାଯାଇ ହତ୍ୟା କରାଯାଇଛି ବୋଲି ରୁଷ୍‌ର ଅନୁସନ୍ଧାନ କମିଟି ଦର୍ଶାଇଛି।

ସେ ହେଉଛନ୍ତି ରୁଷ୍‌ର ଆଣବିକ, ରାସାୟନିକ ଓ ଜୈବିକ ସୁରକ୍ଷାର ସୈନ୍ୟବାହିନୀର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଇଗୋର କିରିଲୋଭ। କିରିଲୋଭଙ୍କୁ କ୍ରେମଲିନରୁ ପ୍ରାୟ ୭ କିଲୋମିଟର ଦକ୍ଷିଣ-ପୂର୍ବରେ ଅବସ୍ଥିତ ରିଆଜାନସ୍କି ପ୍ରୋସପେକ୍ଟରେ ଥିବା ଏକ ଆପାର୍ଟମେଣ୍ଟ କୋଠା ନିକଟରେ ହତ୍ୟା କରାଯାଇଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe