ର‍୍ୟାଲି ପାଇଁ ଶାହଙ୍କୁ ଅନୁମତି

Advertisment
ଆଜି ପୂର୍ବାଞ୍ଚଳ ପରିଷଦ ବୈଠକ : ଅମିତ ଶାହଙ୍କ ସହ ଏକାଠି ବସିବେ ନବୀନ, ନୀତୀଶ, ମମତା ଓ ସୋରେନ୍

କୋଲକାତା: ବହୁ ବାଦବିବାଦ ପରେ ଶେଷରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ କୋଲକାତାରେ ର‍୍ୟାଲି ପାଇଁ ଅନୁମତି ମିଳିଛି। ଅଗଷ୍ଟ ୧୧ ତାରିଖରେ ଶାହ ମାୟୋ ରୋଡ୍‌ରେ ଜନ ସମାବେଶ କରିବେ। ଏନେଇ ଆଜି ଶାହଙ୍କୁ କୋଲକାତା ପୁଲିସ ଅନୁମତି ପ୍ରଦାନ କରିଛି। କୋଲକାତା ପୁଲିସ ର‍୍ୟାଲି ପାଇଁ ଅନୁମତି ଦେବାର ମାତ୍ର କିଛି ସମୟ ପୂର୍ବରୁ ଶାହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe