ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇଙ୍କ ଭାଇ ଦେଲେ ଏଭଳି ପ୍ରତିକ୍ରିୟା

Advertisment

ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇଙ୍କ ସମ୍ପର୍କୀୟ ଭାଇ ନିକଟରେ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ବିରୋଧରେ ହେଉଥିବା ଅଭିଯୋଗକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। 

ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇଙ୍କ ସମ୍ପର୍କୀୟ ଭାଇ ନିକଟରେ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ବିରୋଧରେ ହେଉଥିବା ଅଭିଯୋଗକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। 

ିକି

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇଙ୍କ ସମ୍ପର୍କୀୟ ଭାଇ ନିକଟରେ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ବିରୋଧରେ ହେଉଥିବା ଅଭିଯୋଗକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। 

ଲରେନ୍ସ ବିଷ୍ନୋଇଙ୍କ ସମ୍ପର୍କୀୟ ଭାଇ ରମେଶ କହିଛନ୍ତି, ‘ ଲରେନ୍ସ ବିଷ୍ନୋଇ ସଲମାନ ଖାନଙ୍କୁ ଟଙ୍କା ମାଗିବା ଘଟଣା ମିଥ୍ୟା ଅଟେ। ସଲମାନଙ୍କ ବିରୋଧରେ ଯେତେବେହଳେ ହରିଣ ଶିକାର ମାମଲା ସାମ୍ନାକୁ ଆସିଥିଲା ସେତେବେଳେ ତାଙ୍କ ପରିବାର ବିଷ୍ନୋଇ ସମାଜଙ୍କୁ ଏକ ବ୍ଲାଙ୍କ ଚେକବୁଲ ଅଫର ଦେଇଥିଲେ। କିନ୍ତୁ ତାଙ୍କ ସମାଜ ଏହି ଟଙ୍କା ନେବାକୁ ମନା କରି ଦେଇଥିଲେ। ବିଷ୍ନୋଇ ସମାଜ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଜଣାଶୁଣା। ଆମ ସମାଜ ଜୀବଜନ୍ତୁଙ୍କ ଉପରେ ଆଞ୍ଚ ଆସିଲେ ସହ୍ୟ କରି ପାରିବ ନାହିଁ।

ଲରେନ୍ସ ବିଷ୍ନୋଇ ବର୍ତ୍ତମାନ ପରିସ୍ଥିତିରେ ଉଚ୍ଚସୁରକ୍ଷା ବ୍ୟବସ୍ଥା ଥିବା ଜେଲରେ ବନ୍ଦୀ ଅଛି। ତାଙ୍କ ଉପରେ ୪୦ଲକ୍ଷ ଟଙ୍କା ଦାବି କରୁଥିବାର ଅଭିଯୋଗ ହୋଇଛି। ମୁଁ କହିବି ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଅଟେ।

ଲରେନ୍ସ ଖେଳକୁଦକୁ ଖୁବ ଭଲପାଏ। ସେ ତାର ସାଥୀମାନଙ୍କୁ  ନିଶାଦ୍ରବ୍ୟରୁ ଦୁରେଇ ରହିବାକୁ ସବର୍ଦା ପରାମର୍ଶ ଦେଇଥାଏ। ଲରେନ୍ସ ସର୍ବଦା ଗରିବଲୋକଙ୍କ ସାହାଯ୍ୟ ପାଇଁ ତତ୍ପର ରହିବା ସହିତ ନିଶାଦ୍ରବ୍ୟରୁ ନିଜକୁ ଦୁରେଇ ରଖିଥାଏ।

ଅଧିକପଢ଼ନ୍ତୁ:https://sambad.in/leading/cyclone-dana-moving-towards-odisha-coast-as-touch-between-kendrapara-to-balesore-land-7348247

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe