ସିନ୍ଦେ ଗୋଷ୍ଠୀରେ ଯୋଗଦେବା ଗୁଜବକୁ ଖଣ୍ଡନ କଲେ ସଂଜୟଙ୍କ ଭାଇ

ସିନ୍ଦେ ଗୋଷ୍ଠୀରେ ଯୋଗଦେବା ଗୁଜବକୁ ଖଣ୍ଡନ କଲେ ସଂଜୟଙ୍କ ଭାଇ

Times of India

ନୂଆଦିଲ୍ଲୀ : ଶିବସେନାର ମୁଖପାତ୍ର ସଂଜୟ ରାଉତଙ୍କ ଭାଇ ସୁନୀଲ ରାଉତ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେବେ ବୋଲି ଜୋରଦାର ଚର୍ଚ୍ଚା ହେବାପ‌ରେ ଏହାକୁ ସୁନୀଲ ରାଉତ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ସେ ଶିବ ସୈନିକ ଭାବେ କାମ କରିବେ। ସୁନୀଲ କହିଛନ୍ତି, ଗୌହାଟି କାହିଁକି ଯିବି। ମୁଁ ଗୋଆ ଯିବି। ଗୋଆରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବି। ଗୌହାଟୀରେ କ’ଣ ପ୍ରତାରକଙ୍କ ମୁହଁ ଦେଖିବି। ସେ କହିଛନ୍ତି, ମୁଁ ଜଣେ ଶିବସୈନିକ ଏବଂ ଶେଷ ନିଃଶ୍ବାସ ଥିବା ପର୍ଯ୍ୟନ୍ତ ଦଳ ପାଇଁ କାମ କରିବି। ନାରାୟଣ ରାଣେ ଏବଂ ରାଜ୍‌ ଠାକ୍‌ରେ ଯାହା ଚାହୁଛନ୍ତି ତାହା କୁହନ୍ତୁ କିନ୍ତୁ ଏହି ଲଢ଼େଇରେ ଉଦ୍ଧବ ଠାକ୍‌ରେ ନିଶ୍ଚିତ ନିଶ୍ଚିତ ଜିତିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe