ଜୟପୁର: ରାଜସ୍ଥାନରେ ବିଜେପି ବିରୋଧରେ ପ୍ରଚାର ଅଭିଯାନରେ ଯୋଗ ଦେଇ ଜେଡିୟୁ ନେତା ଶରଦ ଯାଦବ ଏକ ବିବାଦୀୟ ବୟାନ ଦେଇଛନ୍ତି। ଶରଦ କହିଛନ୍ତି ଏବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରାଙ୍କ ପାଇଁ ବିଶ୍ରାମ ନେବାର ସମୟ ଆସିଛି। ସେ ଖୁବ୍ କ୍ଳାନ୍ତ ଏବଂ ମୋଟୀ ହୋଇଗଲେଣି। ରାଜେ ଆମ ମଧ୍ୟପ୍ରଦେଶ ଝିଅ। ପୂର୍ବରୁ ସେ ପତଳି ଥିଲେ କିନ୍ତୁ ଏବେ ମୋଟୀ ହୋଇଯାଇଥିବା ସେ କହିଛନ୍ତି।
ଶରଦ ଯାଦବଙ୍କ ବିବାଦୀୟ ବୟାନ
Advertisment
Follow Us