ଅଦ୍ୟତନ ହୋଇଛି
ଅଯୋଧ୍ୟା: ୫୦୦ ବର୍ଷ ପରେ ରାମନଗରୀର ମନ୍ଦିରରେ ଶିଶୁରାମ ବିରାଜମାନ କରିବା ପରେ ଅଯୋଧ୍ୟାବାସୀ ଖୁସିରେ ଝୁମି ଉଠିଛନ୍ତି। ପ୍ରଥମ ଦୀପାବଳିରେ ନବ୍ୟ ମନ୍ଦିରରେ ଏକାସାଙ୍ଗରେ ୨୫ ଲକ୍ଷରୁ ଅଧିକ ଦୀପ ଜାଳିବାର ଏକ ରେକର୍ଡ ହୋଇଛି।
ଇକବାଲ ଅନସାରୀ କହିଛନ୍ତି, ଅଯୋଧ୍ୟାରେ କୌଣସି ଭେଦଭାବ ନାହିଁ । ଅଯୋଧ୍ୟାକୁ ବହୁ ସଂଖ୍ୟକ ଲୋକ ଆସିଛନ୍ତି। ଲୋକମାନେ ଏକତ୍ର ପର୍ବ ପାଳନ କରିଥାନ୍ତି।
ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେଇ ସରଯୂରେ ଆରତି କରିଛନ୍ତି।
ଅଧିକ ପଢ଼ନ୍ତୁ:
Follow Us