ସପାରେ ଯୋଗଦେଲେ ଶତ୍ରୁଘ୍ନଙ୍କ ପତ୍ନୀ

Advertisment

ରାଜନାଥଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ

ରାଜନାଥଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ

ସପାରେ ଯୋଗଦେଲେ  ଶତ୍ରୁଘ୍ନଙ୍କ ପତ୍ନୀ

ଲକ୍ଷ୍ନୌ: ଅଭିନେତାରୁ ସଫଳ ରାଜନ‌େତା ବନିଥିବା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍‌ ସିହ୍ନା ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ପୁନମ୍‌ ଆଜି ସପା ସୁପ୍ରିମୋ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ଲକ୍ଷ୍ନୌ ସ୍ଥିତ ତାଙ୍କ ବାସଭବନରେ ଭେଟି ସପାରେ ଯୋଗ ଦେଇଛନ୍ତି। ପୁନମ୍‌ ସପା-ବସପା-ଆରଏଲ୍‌ଡି ମେଣ୍ଟ ପକ୍ଷରୁ ଲକ୍ଷ୍ନୌ ଆସନରେ ନିର୍ବାଚନ ଲଢ଼ିବେ । ସେ ଏପ୍ରିଲ ୧୮ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe