Image Courtesy of India Today
ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯାଇଛି। ଜୈନଙ୍କ ଶରୀରରେ ଅକ୍ସିଜେନ୍ ସ୍ତର କମିଯିବାରୁ ତାଙ୍କୁ ଏଲ୍ଏନଜେପି (ଲୋକ ନାୟକ ଜୟ ପ୍ରକାଶ ନାରାୟଣ) ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା କୁହାଯାଉଛି।
Follow Us