ଧ୍ୟାନ ଦିଅନ୍ତୁ ଏସବିଆଇ ଖାତାଧାରୀ: ୩ ଘଣ୍ଟା ପାଇଁ ବନ୍ଦ ରହିବ ଏସବିଆଇ ଡିଜିଟାଲ ସେବା

sbi digital

ନୂଆଦିଲ୍ଲୀ: ଏସବିଆଇ ଖାତାଧାରୀଙ୍କ ପାଇଁ ଜରୁରୀ ସୂଚନା । ୩ ଘଣ୍ଟା ପାଇଁ ବନ୍ଦ ରହିବ ଏସବିଆଇ ଡିଜିଟାଲ ସେବା । ଦିନ ୧ଟାରୁ ଅପରାହ୍ଣ ୪ଟା ଯାଏଁ ବନ୍ଦ ରହିବ ସେବା । ଏହି ସମୟରେ ୟୁପିଆଇ ଲାଇଟ୍ କିମ୍ବା ଏଟିଏମ ବ୍ୟବହାର ପାଇଁ ପରାମର୍ଶ ଦେଇଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । 

sbi

ତେବେ ବ୍ୟାଙ୍କର ବାର୍ଷିକ କୋଜିଙ୍ଗ୍ କାମ ପାଇଁ ଏହି ସେବା ଉପଲବ୍ଧ ହେବନି ବୋଲି ଉପଭୋକ୍ତାଙ୍କୁ ଏକ୍ସ ଯୋଗେ ଜଣାଇ ଦେଇଛି ଏସବିଆଇ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe