ଆୟୁଷ ଡାକ୍ତରଙ୍କୁ କରୋନା ଚିକିିତ୍ସା ପାଇଁ ଔଷଧ ଲେଖିବାକୁ ଅନୁମତି ଦେଲେ ସୁପ୍ରିମ୍‌କୋର୍ଟ

Advertisment
ଦୀର୍ଘ ୨୦ ବର୍ଷର ଆଇନଗତ ଲଢ଼େଇ ପରେ ଏକାଠି ହେଲେ ଦମ୍ପତି

www.indiatoday.in

ନୂଆଦିଲ୍ଲୀ: ‌ଲୋକମାନଙ୍କୁ କରୋନା ମୁକାବିଲା ପାଇଁ ଟାବଲେଟ ଏବଂ ମିଶ୍ରଣ ପ୍ରଦାନ କରିବା ପାଇଁ ଆୟୁଷ ଡାକ୍ତର ଓ ହୋମିଓପାଥି ଡାକ୍ତରମାନଙ୍କୁ ଅନୁମତି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। କେବଳ ଯୋଗ୍ୟ ଆୟୁଷ ଡାକ୍ତର ଓ ହୋମିଓପାଥି ଡାକ୍ତରମାନେ ହିଁ କୋଭିଡ୍‌-୧୯ ଇମ୍ୟୁନିଟି ବୁଷ୍ଟର୍ ଭାବେ ସରକାରୀ ଅନୁମୋଦିତ ଟାବଲେଟ ଏବଂ ମିଶ୍ରଣ ଦେଇପାରିବେ ବୋଲି ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରିଛନ୍ତି। ଶୀର୍ଷ ଅଦାଲତ ଆହୁରି ବି ସ୍ପଷ୍ଟ କରିଛନ୍ତି ‌ଯେ ଡାକ୍ତରମାନେ ଏହି ଔଷଧକୁ କୋଭିଡ୍‌-୧୯ର ଉପଶମ ଔଷଧର ନାମ ଦେଇ ବିଜ୍ଞାପନ କରିପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe