ନୂଆଦିଲ୍ଲୀ: ଆଇନ ପ୍ରଣେତାଙ୍କ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆପରାଧିକ ମାମଲାରେ ଦୋଷୀ ହୋଇଥିବା ଆଇନ ପ୍ରଣେତା ବା ଦାଗୀ ନେତାଙ୍କ ଦୋଷୀ ସାବ୍ୟସ୍ତ ରାୟ ଯଦି ଆପିଲେଟ କୋର୍ଟ ରହିତାଦେଶ ନଦିଅନ୍ତି ତା’ହେଲେ ସେହି ଆଇନ ପ୍ରଣେତା ଗୃହର ସଦସ୍ୟତା ହରାଇବେ ବୋଲି ସୁପ୍ରିମକୋର୍ଟ ଆଜି କହିଛନ୍ତି।
ରହିତାଦେଶ ନମିଳିଲେ ପଦ ହରାଇବେ ଦାଗୀ ନେତା
Advertisment
Follow Us