ସ୍କୁଲ୍‌ରେ ବୋମା ବିସ୍ଫୋରଣ: ୧୦ ଛାତ୍ର ମୃତ

Advertisment
ସ୍କୁଲ୍‌ରେ ବୋମା ବିସ୍ଫୋରଣ: ୧୦ ଛାତ୍ର ମୃତ

India.com

କାବୁଲ: ଆଫ୍‌ଗାନିସ୍ତାନର ଉତ୍ତରାଞ୍ଚଳରେ ଆଜି ଏକ ବିଦ୍ୟାଳୟରେ ବୋମା ବିସ୍ଫୋରଣ ଯୋଗୁଁ ୧୦ ଜଣ ଛାତ୍ର ପ୍ରାଣ ହରାଇଛନ୍ତି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି। ଅନେକ ଆହତ ଛାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଆଫ୍‌ଗାନ ଗୃହ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି। ଆୟବକ ସହର ସ୍ଥିତ ଏକ ମଦ୍ରାସାରେ ଏହି ବିସ୍ଫୋରଣ ହୋଇଥିବା ବେଳେ ଏହା ପଛରେ ଆଇଏସ୍‌ ଆତଙ୍କବାଦୀ ସଂଗଠନର ହାତ ରହିଥିବା ସନ୍ଦେହ କରାଯାଉଛି। ଅଗଷ୍ଟ ୨୦୨୧ରେ ତାଲିବାନ ହାତକୁ ଦେଶର ନିୟନ୍ତ୍ରଣ ଯିବା ପରଠାରୁ ଆଇଏସ୍‌ ସଂଗଠନ ପକ୍ଷରୁ ସିହା ମୁସ୍‌ଲିମ ସଂପ୍ରଦାୟକୁ ଟାର୍ଗେଟ୍‌ କରି ଲଗାତାର ଆକ୍ରମଣ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe